Chhota Rajan

ନୂଆଦିଲ୍ଲୀ: ତିହାଡ଼ ଜେଲରେ ବନ୍ଦୀ ଥିବା ଅଣ୍ଡରୱର୍ଲ୍ଡ ଡନ୍ ଛୋଟା ରାଜନ କରୋନା ସଂକ୍ରମିତ ହୋଇଛି । ତାକୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି...