CHHATISGARH KOLMA ISSUE

ସମ୍ୱଲପୁର: ଛତିଶଗଡ ଷଡଯନ୍ତ୍ରରେ ବଳି ପଡିଯିବ ଅଣ ମୌସୁମୀ ଚାଷ। ଶୁଖିଗଲାଣି ରାଜ୍ୟର ବୃହତ୍ତମ ମହାନଦୀ। ଗତବର୍ଷ ତୁଳନାରେ ଦୁଇଫୁଟ ଖସିଆସିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।...