ଅପରାଧ ଓଡ଼ିଶା ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଅରଟେଲ୍ ନାଁରେ ୨୩ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ: ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ December 20, 2020 ଭୁବନେଶ୍ୱର: କାଠଗଡ଼ାରେ ଅରଟେଲ କମ୍ୟୁନିକେସନ୍ । ଦୀର୍ଘ ବର୍ଷ କାମ କରିବା ପରେ ବକେୟା ଟଙ୍କା ପ୍ରଦାନରେ ଟାଳଟୁଳ ନୀତି । ପ୍ରାୟ ୨୩ ଲକ୍ଷ ଟଙ୍କା...