ଜାତୀୟ ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ, ଆଜି ସୁପ୍ରିମକୋର୍ଟରେ ଭିଡିଓ ଦାଖଲ February 20, 2024 ଚଣ୍ଡିଗଡ: ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ। ଗଣତି ବେଳେ ରଦ୍ଦ ହୋଇଥିବା ୮ଟି ବାଲଟ ପେପର ଓ ଗଣତି ବେଳର ଭିଡିଓ ଆଜି ସୁପ୍ରିମକୋର୍ଟରେ ହେବ...