ସ୍ୱତନ୍ତ୍ର ଚାଣକ୍ୟ ନୀତି: ନିଜ ଆଖପାଖ ଲୋକଙ୍କୁ ଚିହ୍ନନ୍ତୁ, ବନ୍ଧୁତାର ଆବରଣ ତଳେ ଲୁଚିଥିବେ ଶତ୍ରୁ ! May 8, 2020 ସମସ୍ତେ ଜୀବନରେ ସଫଳତା ଚାହାଁନ୍ତି । କିନ୍ତୁ ଅନେକ ଥର କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳିନଥାଏ । ନୀତି ଶାସ୍ତ୍ରର ମହାନ ଜ୍ଞାନୀ...