ଜାତୀୟ ମୁଖ୍ୟ ଖବର ସ୍ୱାସ୍ଥ୍ୟ ହାଇଲାଇଟ୍ ସମ୍ବାଦ ଜଳର ଅଭାବ ରୋଗର କାରଣ: କମ୍ ପାଣି ପିଇଲେ ଷ୍ଟ୍ରୋକ ଆଶଙ୍କା ବଢ଼ିବା ସହ ସୃଷ୍ଟି କରିଥାଏ ଏକାଧିକ ସମସ୍ୟା March 19, 2025 କଥାରେ ଅଛି ଜଳ ହିଁ ଜୀବନ । ଏକ ସୁସ୍ଥ ଶରୀର ପାଇଁ ପ୍ରଚୁର ମାତ୍ରାରେ ଜଳପାନ ଅପରିହାର୍ଯ୍ୟ । ବିଶେଷ କରି ଗରମ ସିଜିନରେ ଜଳର...