ଅନ୍ତର୍ଜାତୀୟ ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଆଜି ବିଶ୍ୱ କର୍କଟ ଦିବସ, ପ୍ରତି ୬ ଜଣରେ ଜଣେ କର୍କଟ ରୋଗରେ ଆକ୍ରାନ୍ତ February 4, 2023 ଭୁବନେଶ୍ୱର: ଆଜି ବିଶ୍ୱ କର୍କଟ ଦିବସ । କ୍ୟାନସର ବା କର୍କଟ ହେଉଛି ପ୍ରାଣଘାତୀ ରୋଗ । ଦେଶରେ ଏହି ରୋଗରେ ସର୍ବାଧିକ ଲୋକଙ୍କର ଜୀବନ ଯାଉଛି...