ଅପରାଧ ଓଡ଼ିଶା ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ୪ ଡକାୟତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ: ସୁନା, କାର୍ ଓ ବୁଲେଟ ଜବତ January 12, 2022 ଢେଙ୍କାନାଳ: ରାସୋଲ ବ୍ୟାଙ୍କ ଡକାୟତି ଘଟଣା । ଧରପଡିଲେ ୪ ଡକାୟତ । ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅଧିନ ଏକ କୋଠାଘରୁ ଗୋଡ଼ାଇ ଧରିଲା ପୋଲିସ ।...