ଓଡ଼ିଶା ତାଜା ଖବର ମୁଖ୍ୟ ଖବର ବୁଢାବଳଙ୍ଗରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ, ଜଣକୁ ବଞ୍ଚାଇବାକୁ ଯାଇ ବୁଡିଯାଇଥିଲେ ଉଭୟେ April 19, 2023 ବାଲେଶ୍ୱର: ବୁଢାବଳଙ୍ଗ ନଦୀରେ ଭାସି ଯାଇ ଦୁଇ ଭାଇଙ୍କର ମୃତ୍ୟୁ । ବାଲେଶ୍ବର ଜିଲ୍ଲା ରେମୁଣା ଥାନା ପୁତୁକା ଶାସନ ଗାଁ ନିକଟରେ ଘଟିଛି ଏହି ଅଘଟଣ...