bmc hospital infornt

ଭୁବନେଶ୍ବର: ଭୁବନେଶ୍ବର ବିଏମସି ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ। ହସ୍ପିଟାଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସ୍ଥାନୀୟ ଲୋକେ। ଦୀର୍ଘଦିନ ଧରି ଅବ୍ୟବସ୍ଥାରେ ଚାଲିଛି ହସ୍ପିଟାଲ।...