1 min read ଜାତୀୟ ରାଜନୀତି ପୁଷ୍ପମ ପ୍ରିୟା କାହିଁକି ସବୁବେଳେ ପିନ୍ଧନ୍ତି କଳା ରଙ୍ଗର ଡ୍ରେସ୍ ? October 16, 2020 ପାଟଣା: ବିହାର ରାଜନୀତିରେ ଆଜିର ଦିନରେ ଅଧିକ ଚର୍ଚ୍ଚାରେ ଅଛନ୍ତି ପୁଷ୍ପମ ପ୍ରିୟା ଚୌଧୁରୀ । ସେ ପ୍ରାୟତଃ କଳା ରଙ୍ଗର ପୋଷାକରେ ନଜର ଆସନ୍ତି ।...