Biramaharajapur

ସୁବର୍ଣ୍ଣପୁର: ପ୍ରାର୍ଥୀତ୍ବ ନେଇ ବିଜେପିରେ କନ୍ଦଳ। ସୁବର୍ଣ୍ଣପୁର ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କୁ ଆଶାୟୀ ନେତା ଓ ତାଙ୍କ ସମର୍ଥକ ଦୃଢ଼ ବିରୋଧ କରିଛନ୍ତି। ବିଜେପି...