bikash behera

ଯାଜପୁର: ଭଳିବଲ ଖେଳି ସଫଳ ହୋଇଛନ୍ତି ଯାଜପୁର ବଡ଼ଚଣା ବ୍ଲକ ଖଡ଼ଗପୁରର ବିକାଶ ବେହେରା। ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖେଳି ଅର୍ଜିଛନ୍ତି ସୁନାମ। ବିନା ପ୍ରଶିକ୍ଷଣରେ ଖେଳୁଛନ୍ତି।...