bijupatnaik sports award

ଭୁବନେଶ୍ୱର: ୨୦୨୧ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଘୋଷଣା ହୋଇଛି । କ୍ରିକେଟ ତାରକା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପାଇଁ ପୁରସ୍କାର ଘୋଷଣା ହୋଇଛି...