ଓଡ଼ିଶା ତାଜା ଖବର ମୁଖ୍ୟ ଖବର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ମାମଲା; ଡିଏନଏ ଟେଷ୍ଟ ପାଇଁ ପଠାଗଲା ନମୁନା October 2, 2023 ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ମାମଲା । ଡିଏନଏ ଟେଷ୍ଟ ପାଇଁ ଛୁଆ ଓ ମା' ଙ୍କର ହେଲା ସାମ୍ପଲ କଲେକ୍ସନ ।...