Bangladeshi refugees are residing in Balasore

ବାଲେଶ୍ବର: ବାଲେଶ୍ବରରେ ଦିନକୁ ଦିନ ବଢିବାରେ ଲାଗିଛି ବାଂଲାଦେଶୀଙ୍କ ସଂଖ୍ୟା। ବାଲେଶ୍ବର ଉପକଣ୍ଠରେ ବଢୁଛି ଝୁମ୍ପୁଡ଼ି ବସ୍ତି । ବସ୍ତିରେ ଥିବା ଜନସଂଖ୍ୟା ମଧ୍ୟରୁ ଅଧିକ ବାଂଲାଦେଶୀ...