ଓଡ଼ିଶା ତାଜା ଖବର ମୁଖ୍ୟ ଖବର ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର, ମାଆ ବାରଣ କରିବାକୁ ବେକରେ ରଶି ଲଗାଇ ଝୁଲିଲା ପୁଅ May 23, 2025 ବାଲେଶ୍ବର: ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର । ମାଆ ବାରଣ କରିବାକୁ ବେକରେ ରଶି ଲଗାଇ ଝୁଲିଲା ପୁଅ। ବାଲେଶ୍ବର ଭୋଗରାଇ କୀର୍ତିନିଆ ଗାଁର ଘଟଣା।...