baladev ratha

କବିସୂର୍ଯ୍ୟନଗର: ଅବହେଳିତ ଅବସ୍ଥାରେ ପଡିରହିଛି କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମପୀଠ। ଜରାଜୀର୍ଣ୍ଣ ଅବସ୍ଥାରେ କୋଠରୀ। ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଐତିହ୍ୟ ସ୍ଥଳ। ପ୍ରଶାସନିକ ସ୍ତରରେ ଅଣଦେଖା...