Asia Cup

କଲମ୍ବୋ: ଏସିଆା କପର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୫୦ ରନରେ ଅଲଆଉଟ୍ ହେଲା ଶ୍ରୀଲଙ୍କା । ସିରାଜଙ୍କ ଘାତକ ବୋଲିଂ ଆଗରେ...

କଲମ୍ବୋ: ଆଉ ଅଳ୍ପ ସମୟର ଅପେକ୍ଷା । ଶ୍ରୀଲଙ୍କା ବିପକ୍ଷରେ ଏସିଆ କପର ଫାଇନାଲ ମୁକାବିଲା ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ...

1 min read

କଲୋମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ଏସିଆ କପ୍‌ର ଫାଇନାଲ୍‌ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ରବିବାର ଅପରାହ୍ନ ୩ଟାରେ କଲୋAsia Cupମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ...

1 min read

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷରେ ଏସିଆ କପର ସୁପର-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ । ଗୁରୁବାର ଏହି ମ୍ୟାଚ ଖେଳାଯିବାକୁ...

କଲମ୍ବୋ: ଏସିଆ କପର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ବର୍ଷା ମ୍ୟାଚ ଗୁଡ଼ିକରେ ବାଧକ ସାଜିଥିଲେ ସୁଦ୍ଧା ପରବରରର୍ତ୍ତୀ ସମୟରେ ମ୍ୟାଚ ଅନୁଷ୍ଠିତ ହୋଇଛି...

କଲମ୍ବୋ: ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ରୋହିତ ବାହିନୀ । କୁଲଦୀପ ଯାଜବଙ୍କ ଦମଦାର ବୋଲିଂ ଏବଂ ୪...

କଲମ୍ବୋ: ଏସିଆ କପ ସୁପର ଫୋର ଫାଇଟ୍ । ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ମ୍ୟାଚ୍ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଦିନ ୩ଟାରେ...

1 min read

କଲମ୍ବୋ: ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ । ଏସିଆ କପରେ ୨୨୮ ରନରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ଏହି...

1 min read

କଲମ୍ବୋ: ରିଜର୍ଭ ଡେ’ରେ ଖେଳାଯାଉଛି ଭାରତ-ପାକିସ୍ତାନ ମ୍ୟାଚ୍ । ରବିବାର ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ବର୍ଷା ବାଧକ ସାଜିଥିଲା । ସୋମବାର ମଧ୍ୟ ବର୍ଷା ପାଇଁ ବିଳମ୍ବରେ...

1 min read

କଲମ୍ବୋ: ଗିଲ୍, ରୋହିତଙ୍କ ପରେ ରାହୁଲଙ୍କ ଅର୍ଦ୍ଧଶତକ । ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ରାହୁଲଙ୍କ ଦମଦାର ବ୍ୟାଟିଂ । ଖେଳ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା...