arup patnaik unwell

ପୁରୀ: ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଲେ ବିଜେଡି ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ପିପିଲି ନିକଟ ଉତ୍ତରାଛକରୁ ବିଜେଡିରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା ।...