ANM Simun Nayak

ବାଲେଶ୍ୱର: ବାଲେଶ୍ୱର ମେଡିକାଲରେ ନିୟୋଜିତ ଏଏନଏମଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏଏନଏମ୍‌ ସମୁନି ନାୟକଙ୍କ କାମକୁ ଉତ୍ସାହିତ କରିବା...