Air Marshal DK Patnaik

ଭୁବନେଶ୍ୱର: ରାଫେଲ ଯୁଦ୍ଧ ବିମାନ ଉଡ଼ାଇଲେ ପ୍ରଥମ ଓଡ଼ିଆ । ପ୍ରଥମ ଓଡ଼ିଆ ଯବାନ ଭାବେ ଡିକେ ପଟ୍ଟନାୟକ ପଶ୍ଚିମବଙ୍ଗ ହାସିମାରା ଏୟାରବେସରେ ରାଫେଲ ଉଡ଼ାଇଛନ୍ତି ।...