1 min read ଜାତୀୟ ୭୦୦୦ କୋଟିର ବ୍ୟାଙ୍କ ଠକେଇ ମାମଲା, ଦେଶର ୧୭୦ଟି ସ୍ଥାନରେ ସିବିଆଇ ଚଢ଼ଉ November 5, 2019 ନୂଆଦିଲ୍ଲୀ : ୭୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ସାରା ଦେଶରେ ସିବିଆଇର ରେଡ୍ । ସିବିଆଇ ଆଜି ୧୫ଟି ରାଜ୍ୟର ୧୭୦ଟି ଭିନ୍ନ ଭିନ୍ନ...