31Indianfishermen

ନୂଆଦିଲ୍ଲୀ: ୩୧ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ । ସେଠାକାର ଜଳରାଶିରେ ମାଛ ମାରୁଥିବା ଅଭିଯୋଗରେ ପାକିସ୍ତାନୀ ସାମୁଦ୍ରିକ କର୍ତ୍ତୃପକ୍ଷ ସେମାନଙ୍କୁ ଗିରଫ କରିଛି ।...