ଓଡ଼ିଶା ତାଜା ଖବର ଭୋଗ ଖାଇ ୧୪ ଅସୁସ୍ଥ, ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର July 16, 2021 ଆରଡ଼ି: ଭୋଗ ଖାଇ ୧୪ଜଣଙ୍କୁ ଝାଡ଼ାବାନ୍ତି । ଭଦ୍ର କଜିଲା ଧୁଷୁରୀ ଥାନା ଅଧିନସ୍ଥ ସୁନ୍ଦରପୁର ଗାଁରେ ଘଟିଛି ଏହି ଅଘଟଣ । ଗତକାଲି ରାତିରେ ଗାଁରେ...