ବାଣିଜ୍ୟ ଭାଟ୍ ହ୍ରାସ କରିବାକୁ ଅରାଜି ୧୨ଟି ରାଜ୍ୟ November 6, 2021 ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘୋଷଣାର ଘୋର ବିରୋଧ କରିଥିଲେ ଦେଶବାସୀ । କେନ୍ଦ୍ର ସରକାର ୧୬ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ...