1 min read ଓଡ଼ିଶା ମୁଖ୍ୟ ଖବର କଟକର SCB ମେଡିକାଲ୍ କଲେଜକୁ AIIMS ପ୍ଲସ୍ କରାଯିବାକୁ ଲକ୍ଷ୍ୟ, ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ଅତ୍ୟାଧୁନିକ ହସ୍ପିଟାଲ ହେବ November 6, 2019 ଭୁବନେଶ୍ୱର : ଲୋକସେବା ଭବନରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। କଟକର SCB ମେଡିକାଲ୍ କଲେଜ ଓ ହସ୍ପିଟାଲ ପାଇଁ ଖର୍ଚ୍ଚ ହେବ ୧୦୦୦ କୋଟିରୁ ଅଧିକ...