10 more die

ରାଉରକେଲା: ବଢ଼ୁଛି ଅଂଶୁଘାତରେ ମୃତ୍ୟୁ ସଂଖ୍ୟା, ରାଉରକେଲାରେ ୧୦ ମୃତ। ଅଂଶୁଘାତ ଆକ୍ରାନ୍ତରେ ମୋଟ ୧୦ ଜଣ ମୃତ୍ୟୁବରଣ କରିଥିବା ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି।...