ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଲା ଭାରତ

ପର୍ଥ: ଟି୨୦ ବିଶ୍ୱ କପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର । ଭାରତ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଇଛି । ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୩ ରନ କରିଛି । ସୂର୍ଯ୍ୟକୁମାର ଯାଦବ ଲଢ଼ୁଆ ଅର୍ଦ୍ଧଶତକ ପାଳି ଭାରତକୁ ଆଗକୁ ନେବାରେ ସହାୟକ ହୋଇଛି ।