ବଦଳିବ ସ୍ୱର୍ଗଦ୍ୱାରର ରୂପ, ଏମିତି ଦେଖାଯିବ

1 min read

ଭୁବନେଶ୍ୱର: ସ୍ୱର୍ଗଦ୍ୱାରର ଉନ୍ନତିକରଣ ହେବ । ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୫ କୋଟି ଟଙ୍କା । ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ସ୍ୱର୍ଗଦ୍ୱାର ବିକାଶ ହେବ । ଶବଦାହଠାରୁ ଆରମ୍ଭ କରି ଶବ ବାହକମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ ସୁବିଧାରେ ଶବଦାହ ନେଇ ପଦକ୍ଷେପ ନିଆଯିବ ।

swargadwar-new-look

ଶବ ବାହକମାନଙ୍କ ପାଇଁ ନିର୍ମାଣ ହେବ ବିଶ୍ରାମ କକ୍ଷ । ଚାରିପାଖରେ ବୃକ୍ଷ ରୋପଣ କରାଯିବ । ବିକାଶ ପରେ ଏମିତି ଦେଖାଯିବ ସ୍ୱର୍ଗଦ୍ୱାର ।

ସ୍ୱର୍ଗଦ୍ୱାରର ହେବ ବିକାଶ, ସମର୍ପିତ ହେବ ବିଜୁ ବାବୁଙ୍କ ସ୍ମୃତିସ୍ଥଳ

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.