ଦିନ ତମାମ୍‌ ଲାଗି ରହିଲା ସସ୍‌ପେନ୍ସ: ନା ହେଲା ହୋମ୍‌ ଡେଲିଭରି ନା ଖୋଲିଲା କାଉଣ୍ଟର

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଅନ୍‌ଲାଇନ୍‌ରେ ମଦ ବିକ୍ରି ବ୍ୟବସ୍ଥା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ । ଅନ୍‌ଲାଇନ୍‌ ସହିତ ଅଫ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ଅନୁମତି ଦେବାକୁ ବ୍ୟବସାୟୀ ସଂଘ ଦାବି କରିଛି । ସେପଟେ ଓଡ଼ିଶାରେ ନୂଆକରି ଅନ୍‌ଲାଇନ୍‌ରେ ମଦ ବିକ୍ରି ବ୍ୟବସ୍ଥା କରାଯାଇଥିବାରୁ ସମସ୍ୟା ଦେଖା ଦେଇଥିବା ଅବକାରୀ ଅଧିକାରୀ କହିଛନ୍ତି । ମଦ ପାଇଁ ଧୋକା ଦେଲା ଅନ୍‌ଲାଇନ୍‌ ସେବା । ନା ହେଲା ଅନ୍‌ଲାଇନ୍‌ ବୁକିଂ ନା ହୋମ୍‌ ଡେଲିଭରି … Continue reading ଦିନ ତମାମ୍‌ ଲାଗି ରହିଲା ସସ୍‌ପେନ୍ସ: ନା ହେଲା ହୋମ୍‌ ଡେଲିଭରି ନା ଖୋଲିଲା କାଉଣ୍ଟର