ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ୱିକିପିଡିଆରେ ତଥ୍ୟ ହୋଇଥିଲା ଅପଡେଟ୍ ! କିଏ କରିଥିଲା ?
ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏକ ହତ୍ୟା ନା ଆତ୍ମହତ୍ୟା ତା ଉପରୁ ପରଦା ହଟିପାରିନି । ଏବେ ବି ତଦନ୍ତ ଚାଲିଥିବାବେଳେ ଏଥିରେ ଆସିଛି ଏକ ଟ୍ବିଷ୍ଟ । ଏମିତି କିଛି ତଥ୍ୟ ଯାହା ଆପଣଙ୍କୁ ଚମକାଇଦେବ । ୱିକିପିଡିଆର ଅପଡ଼େଟ୍ ହିଷ୍ଟ୍ରି କହୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଆସିବା ଆଗରୁ ତାହା ୱିକିପିଡିଆରେ ଅପଡ଼େଟ୍ ହୋଇଯାଇଥିଲା । ସକାଳ ୮ଟା ୫୯ମିନିଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ୱିକିପିଡିଆରେ ଅପଡେଟ୍ ହୋଇଯାଇଥିଲା … Continue reading ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ୱିକିପିଡିଆରେ ତଥ୍ୟ ହୋଇଥିଲା ଅପଡେଟ୍ ! କିଏ କରିଥିଲା ?
Copy and paste this URL into your WordPress site to embed
Copy and paste this code into your site to embed