ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

ଭୁବନେଶ୍ୱର: ସାମାନ୍ୟ ଦୁର୍ବଳ ହୋଇଛି ସୁପର ସାଇକ୍ଳୋନ୍ ଅମ୍ଫାନ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାକୁ ଖସି ଆସିଛି ‘ଅମ୍ଫାନ’ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ଏବେ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି । ଦକ୍ଷିଣକୁ ପାରାଦୀପ ଠାରୁ ୪୮୦ କି.ମି, ଦୀଘାଠାରୁ ୬୩୦, ବାଂଲାଦେଶଠାରୁ ୭୫୦ କି.ମି ଦୂରରେ ରହିଛି । … Continue reading ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’