କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !

ୱାଶିଂଟନ୍: ମହାମାରୀ କରୋନା ଦୁନିଆକୁ କରାୟତ୍ତ କରି ରଖିଥିବା ବେଳେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର । ଆମେରିକା ବୈଜ୍ଞାନିକଙ୍କ ଅନୁଯାୟୀ, ଇବୋଲାକୁ ଶେଷ କରିବା ପାଇଁ ତିଆରି କରାଯାଇଥିବା ରେମଡେସିବିର କରୋନା ଭୂତାଣୁ ଆକ୍ରାନ୍ତଙ୍କ ଉପରେ ପ୍ରଭାବ ପକାଉଛି । ଆମେରିକୀୟ ବୈଜ୍ଞାନିକଙ୍କ ଏହି ଘୋଷଣା ସାରା ଦୁନିଆମୁହଁରେ ଭରିଛି ଆଶାର ନୂଆ କିରଣ । କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ରେମଡେସିବିର ଔଷଧ ବ୍ୟବହାର ସକରାତ୍ମକ ପ୍ରତିକ୍ରିୟା ଦେଇଛି । ଆକ୍ରାନ୍ତ ଠିକ୍ ହୋଇଥିବା ଆମେରିକା … Continue reading କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !