ବାଳାଶ୍ରମରୁ ପୁଣି ନିଖୋଜ ହେଲେ ଅନ୍ତେବାସୀ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଗଞ୍ଜାମ: ବାଳାଶ୍ରମ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଗଞ୍ଜାମ ଚମାଖଣ୍ଡି ରଘୁନାଥପୁର ବାଳାଶ୍ରମରୁ ଜଣେ ଅନ୍ତେବାସୀ ନିଖୋଜ ହୋଇଥିବା ନେଇ ସୂଚନା । ସେ ଗତକାଲିଠାରୁ ବାଳାଶ୍ରମରେ ନଥିବା ନେଇ ଜଣାପଡିଛି ।

ଏନେଇ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ପୂର୍ବରୁ ମଧ୍ୟ ଗଞ୍ଜାମରେ ଏକ ବାଳାଶ୍ରମରୁ ୧୩ ଜଣ ଅନ୍ତେବାସୀ ନିଖୋଜ ହୋଇଥିଲେ ।

Leave a Reply