spot_img

Latest Posts

ଭାରତୀୟ ମୁଦ୍ରା ଉପରେ ଯୁଦ୍ଧର ପ୍ରଭାବ। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହୋଇଛି ୯୨ ଟଙ୍କା

ନନ୍ଦିଘୋଷ ବ୍ୟୁରୋ ; ଭାରତୀୟ ମୁଦ୍ରା ଉପରେ ଯୁଦ୍ଧର ପ୍ରଭାବ। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହୋଇଛି ୯୨ ଟଙ୍କା। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଟଙ୍କାର ମୂଲ୍ୟ ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁ ଏହି ସମସ୍ଯା ଘଟିଛି। ସେପଟେ ସେନସେକ୍ସ ୧୭୦୦ ପଏଣ୍ଟ ହ୍ରାସ ଘଟିଥିବାବେଳେ ନିଫ୍ଟି ୫୦୦ ପଏଣ୍ଟ ଖସିଛି। ଏହାକୁ ନେଇ ନିବେଶକ ମହଲରେ ନୈରାଶ୍ୟ ଖେଳିଯାଇଛି। ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହରାଇଥିବା ସୂଚନା ମିଳିଛି।

Latest Posts

Don't Miss