ବାଲେଶ୍ୱର: ହରି ପ୍ଲାଜା ନିକଟରୁ ୨ ଜଣ ବ୍ରାଉନ ସୁଗର ମାଫିଆକୁ ଗିରଫ କଲା STF । ୩୦୧ ଗ୍ରାମର ବ୍ରାଉନ ସୁଗର, ବୁଲେଟ୍ , ୨ ଲକ୍ଷ ୨ ହଜାର ଟଙ୍କା, ୩ଟି ମୋବାଇଲ୍, ଏଟିଏମ ଜବତ । ଗିରଫ ମାଫିଆ ଶେଖ୍ ହାଇଦର ଓ ତନ୍ମୟ ଭୂୟାଁ ।
1 min read