ଭୁବନେଶ୍ୱର: ଚିତାବାଘ ଛାଲ ଚୋରାଚାଲାଣର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ । ମୁଖ୍ୟ ଅଭିଯୁକ୍ତ ପରମାନନ୍ଦ ଧାରୁଆ ଓରଫ ସଖା, ଘର ବରଗଡ଼ ଜିଲ୍ଲା ଡୁମରାପଲ୍ଲୀ ଗାଁରେ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିବା ସହ ଏସଟିଏଫ କଳାହାଣ୍ଡିରୁ ହାତୀ ଦାନ୍ତ ଜବତ କରିଥିଲା ।

Leave a Reply