ପିଆଜ ଦର ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ
ଭୁବନେଶ୍ୱର: ପିଆଜ ଦର ରାଜ୍ୟରେ ଆକାଶ ଛୁଆଁ । ବନ୍ୟା ପରେ ଏଭଳି ସ୍ଥିତି ୨ୟ ଥର ପାଇଁ ଦେଖିବାକୁ ମିଳୁଛି । ଦର ବେକାବୁ ହେବା ପଛରେ ସବୁଠାରୁ ବଡ କାରଣ ହେଉଛି ଲଗାଣ ବର୍ଷା । ଆମଦାନୀ ନହେବା କେବଳ ସମସ୍ୟା ନୁହେଁ ବୋଲି ଯୋଗାଣ ବିଭାଗ ମନେ କରୁଛି । ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାପାଳମାନେ … Continue reading ପିଆଜ ଦର ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ
Copy and paste this URL into your WordPress site to embed
Copy and paste this code into your site to embed