ଭିନ୍ନକ୍ଷମ କମିଶନର ସୁଲୋଚନା ଦାସଙ୍କ ନିଆରା ଦୀପାବଳି

1 min read

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ । ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଯାଇ ମିଠା ଖୁଆଇଲେ ଓ ଫୁଟବଲ ବାଣ୍ଟିଲେ । ନିରାଡ଼ମ୍ବର ସହ ପର୍ବ ପାଳନ କରି ଭିନ୍ନକ୍ଷମ, ଅନାଥ ଓ ବୟସ୍କ ଲୋକଙ୍କ ସହ ନିଜ ଜନ୍ମଦିନକୁ ପାଳିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ।

ତେବେଠାରୁ ରାଜ୍ୟ ସରକାରଙ୍କ ସମସ୍ତ ଅଧିକାରୀ ଏହିପରି ସ୍ଥାନ ଯାଉଛନ୍ତି । ସେଠାରେ ଗୁଣବତ୍ତା ଯାଞ୍ଚ କରିବା ସହ ପର୍ବ ବି ପାଲୁଛନ୍ତି । 5T କିପରି ଭଲ ଭାବେ କାର୍ଯ୍ୟକାରୀ ହୋଇପାରିବ, ସେ ଦିଗରେ ଏହା ହେଉଛି ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ।

')}

Leave a Reply