ନୂଆ ରାଜ୍ୟ ମହିଳା କମିଶନ ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର: ନୂଆ ରାଜ୍ୟ ମହିଳା କମିଶନ ସଦସ୍ୟ ନିଯୁକ୍ତ । ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବିଜୟ ବରୱା, ସ୍ୱାଗତିକା ମହାନ୍ତି, ବବିତା ସ୍ୱାଇଁ ସଦସ୍ୟ ନିଯୁକ୍ତ । ଅତିରିକ୍ତ ସଚିବ ବିଥିକା ସ୍ୱାଇଁ ସରକାରୀ ସଦସ୍ୟ ରହିବେ । ମହିଳା ଓ ଶିଶୁ କଲ୍ୟାଣ ବିବାଗର ଅତିରିକ୍ତ ସଚିବ ବିଥିକା ସ୍ୱାଇଁ ।