ଏସିଆନ୍ ଗେମ୍ସ ପୂର୍ବରୁ ଦୂତିଙ୍କୁ ଝଟକା, ଡୋପ୍ ଟେଷ୍ଟରେ ଫେଲ୍ ପରେ ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା
1 min read
ଭୁବନେଶ୍ୱର: ଏସୀୟ କ୍ରୀଡ଼ା ପୂର୍ବରୁ ଭାରତକୁ ଝଟକା । ଧାବିକା ଦୂତି ଚାନ୍ଦ ସାମୟିକ ଭାବେ ସସପେଣ୍ଡ । ଡୋପ୍ ଟେଷ୍ଟ ପଜିଟିଭ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଓ୍ବାଲଡ ଆଣ୍ଟି ଡୋପିଂ ଏଜେନ୍ସି । ନିଷିଦ୍ଧ ସାମଗ୍ରୀ ସେବନ କରିଥିବା ଟେଷ୍ଟରୁ ଜଣାପଡ଼ିଛି । ଓଡ଼ିଆ ଧାବିକା ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା ।
India's top sprinter Dutee Chand tests positive for prohibitive substance, handed provisional suspension
— Press Trust of India (@PTI_News) January 18, 2023