ଏଣିକି ସ୍ୱତନ୍ତ୍ର କୋର୍ଟରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି

ଭୁବନେଶ୍ୱର: ଏଣିକି ସ୍ୱତନ୍ତ୍ର କୋର୍ଟରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି । ଆଉ ବର୍ତ୍ତି ପାରିବେନି ଦାଗୀ ନେତା । ବିଭିନ୍ନ ଆଳ ଦେଖାଇ  ଅପରାଧିକ ମାମଲାଗୁଡିକୁ ଗଡାଇ ପାରିବେ ନାହିଁ  ଅଭିଯୁକ୍ତ ।  ରାଜନେତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୁଣାଣି ସହ ଦୋଷ ପ୍ରମାଣ ହେଲେ ତୁରନ୍ତ ଦଣ୍ଡବିଧାନ କରିବାକୁ ଗୁରୁତ୍ୱ  ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ପରେ ହାଇକୋର୍ଟଙ୍କ ଏଭଳି ଆଭିମୁଖ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ହେଲେ ନେତାଙ୍କ … Continue reading ଏଣିକି ସ୍ୱତନ୍ତ୍ର କୋର୍ଟରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି