ଆମେରିକା ଆଣୁଛି ନୂଆ ଟ୍ରାନ୍ସପୋର୍ଟ ସିଷ୍ଟମ, ବିଶ୍ୱର ଯେ କୌଣସି ସ୍ଥାନରେ ଘଣ୍ଟାକରେ ପହଞ୍ଚିବ ଯୁଦ୍ଧାସ୍ତ୍ର

ୱାଂଶିଟନ୍: ସୁପର ପାୱାର ଆଣୁଛି, ସୁପର ସିଷ୍ଟମ । ଡ୍ରାଗନକୁ ମାତ୍ ଦେବାକୁ ଆମେରିକାର ନୂଆ ପ୍ଲାନ୍ । ସୈନ୍ୟ ଶକ୍ତି ବଢ଼ାଇବାକୁ ଆମେରିକା ଘୋଷଣା କରିଛି । ଆମେରିକା ନୌସେନା ବ୍ୟାଟେଲ ଫୋର୍ସ ୨୦୪୫ ଘୋଷଣା କରିବା ପରେ ଆମେରିକା ନୌସେନା ଟ୍ରାନ୍ସପୋର୍ଟ ସିଷ୍ଟମ ମଜଭୁତ କରିବାକୁ ନିଷ୍ପତ୍ତି ନେଇଛି । ଆମେରିକା ସେନା ଆମେରିକର ଘରୋଇ ଅନ୍ତରୀକ୍ଷ ଏଜେନ୍ସ ସ୍ପେସଏକ୍ସ ସହ ମିଶି ଏମିତି ଏକ ରକେଟ ନିର୍ମାଣ କରୁଛି ଯାହା ଦୁନିଆର ଯେ … Continue reading ଆମେରିକା ଆଣୁଛି ନୂଆ ଟ୍ରାନ୍ସପୋର୍ଟ ସିଷ୍ଟମ, ବିଶ୍ୱର ଯେ କୌଣସି ସ୍ଥାନରେ ଘଣ୍ଟାକରେ ପହଞ୍ଚିବ ଯୁଦ୍ଧାସ୍ତ୍ର