ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ବାଇକ

ନନ୍ଦିଘୋଷ ବ୍ୟୁରୋ: ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ବାଇକ। ବାଲେଶ୍ଵର ସୋର ଅଂଚଳରେ ଘଟିଛି ଏ ଲୁଟ।ଦୁଇ ବାଇକ ଆରୋହୀଙ୍କୁ ଭୁଜାଲିରେ ଆକ୍ରମଣ କରି ବାଇକ ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ। ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ବାଲେଶ୍ୱରରୁ ଖରାସାହାପୁର ଆସୁଥିବା ବେଳେ ଶ୍ରୀଜଙ୍ଗ ନିକଟସ୍ଥ ଯୋଡିପୋଲ ନିକଟରେ ୩ ଜଣ ଦୁବୃତ୍ତ ଆକ୍ରମଣ କରିଥିଲେ। ବାଇକ ଓ 30 ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି।