spot_img

Latest Posts

ଟ୍ରକ୍-ଟ୍ରାଭେରା ମୁହାଁମୁହିଁ ଧକ୍କା, ୧୬ ଯାତ୍ରୀ ଆହତ

ସୋରୋ: ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ ଟ୍ରାଭେରା ମୁହାଁ ମୁହିଁ ଧକ୍କା। ଦୁର୍ଘଟଣାରେ  ୧୬ଜଣ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ବିଦୁ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଟ୍ରାଭେରାରେ ୧୨ ଜଣ ଝିଅ ଓ ୪ ଜଣ ପୁଅ ଆସୁଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି  ସୋର ଡାକ୍ତରଖାନାରେ ଭର୍ତି କରିଥିଲେ ।ଗୁରୁତର ଡ୍ରାଇଭର ସମେତ ୩ ଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।

Latest Posts

Don't Miss