spot_img

Latest Posts

ବିଜେପି ଛାଡିଲେ ରାଜ୍ଯ ମୁଖପାତ୍ର ସୋନାଲି ସାହୁ, କହିଲେ ଦଳର ନୀତି ମହିଳା ସପକ୍ଷବାଦୀ ନୁହେଁ

ଭୁବନେଶ୍ବର: ବିଜେପି ଛାଡିଲେ ରାଜ୍ଯ ମୁଖପାତ୍ର ସୋନାଲି ସାହୁ। ନିଜର ଇସ୍ତଫା ପତ୍ର ପଠାଇଛନ୍ତି ବିଜେପି ରାଜ୍ଯ ସଭାପତିଙ୍କ ନିକଟକୁ। ପତ୍ରରେ ସେ ଦର୍ଶାଇଛନ୍ତି- ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତ ୫ ବର୍ଷ ଧରି ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟ କରିବା ସତ୍ତ୍ବେ ତାଙ୍କୁ ଅଣଦେଖା କରାଯାଇଛି। ଦଳର ନୀତି ମହିଳା ସପକ୍ଷବାଦୀ ନୁହେଁ। ମହିଳାଙ୍କୁ ଅଧିକାର ଦେବା ଦୂରର କଥା ଦଳରେ ସମ୍ମାନ ମିଳିବା କଷ୍ଟକର। ଓଡ଼ିଶାର ମହିଳା ଭାବେ ଆଗକୁ ବଢିବା ସହ ଓଡ଼ିଶାରେ ମହିଳାଙ୍କ ସ୍ବର ହେବେ ବୋଲି କହିଛନ୍ତି।

Latest Posts

Don't Miss