ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର ପ୍ରସଙ୍ଗ। ମୁହଁ ଖୋଲିଲେ ଝିଅ ତଥା ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ କଂଗ୍ରେସ ସହ ଅଛନ୍ତି ଓ ରହିବି ବୋଲି କହିଛନ୍ତି ଫିର୍ଦ୍ଦୋସ। କଂଗ୍ରେସରେ ରହି କାର୍ଯ୍ୟ ଜାରି ରଖିବି ବୋଲି କହିଛନ୍ତି ଫିର୍ଦ୍ଦୋସ। ତେବେ ବାପାଙ୍କ ସହ ରହିବା କଥାକୁ ଏଡାଇ ଦେଇଥିଲେ ଫିର୍ଦ୍ଦୋସ।

