ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ

ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ । ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ଦେଲେ ସଭାପତି ନବୀନ ପଟ୍ଟନାୟକ । ୧୫ ଜଣ ମହିଳା ନେତ୍ରୀଙ୍କୁ ମହିଳା ବ୍ୟାପାର ଦାୟିତ୍ବ । ସୁମିତ୍ରା ଜେନା – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ରାଜଶ୍ରୀ ମଲ୍ଲିକ – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଲେଖାଶ୍ରୀ ସାମନ୍ତସିଂହାର – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ସୁଲୋଚନା ଦାସ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ସୁଲତା ଦେଓ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ବର୍ଷା ସିଂହ ବରିହା – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଶର୍ମିଷ୍ଠା ସେଠୀ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଶ୍ରୀମୟୀ ମିଶ୍ର – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଲୋପାମୁଦ୍ରା ବକ୍ସିପାତ୍ର – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ମିନତି ବେହେରା – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । କସ୍ତୁରୀ ମହାପାତ୍ର – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ପଦ୍ମିନୀ ଦିଆନ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଦିପାଳୀ ଦାସ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ରଞ୍ଜିତା ସାହୁ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଗିତାଞ୍ଜଳୀ ବସ୍ତିଆ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର ।