ଭୋଟିଂରେ ଆଗରେ ହରିୟାଣା, ପଛରେ ମହାରାଷ୍ଟ୍ର
1 min read
ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ମତଦାନ ଜାରି ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ମାତ୍ର ୪୫ ପ୍ରତିଶତ ମତଦାନ ହୋଇଛି । ମୁମ୍ବାଇ ସହରରେ ମାତ୍ର ୩୪ ପ୍ରତିଶତ ମତଦାନ ହୋଇଥିବା ବେଳେ ମୁମ୍ବାଇ ସବରବନରେ ୩୬.୩୪ ପ୍ରତିଶତ ମତଦାନ ଅପରାହ୍ନ ୪ଟା ସୁଦ୍ଧା ହୋଇଛି । ଅମରାବତୀରେ ୩୯.୮୭ ପ୍ରତିଶତ ମତଦାନ ହୋଇଛି । ମହାରାଷ୍ଟ୍ରରେ ଭୋଟିଂରେ ସେତେଟା ଉତ୍ସାହ ଦେଖିବାକୁ ମିଳିନାହିଁ । ହରିୟାଣାରେ ୫୦.୯୮ ପ୍ରତିଶତ ମତଦାନ ଅପରାହ୍ନ ୫ଟା ସୁଦ୍ଧା ହୋଇଛି । ')}